Monday 14 June 2021

ରଜ ପର୍ବର ଶୁଭକାମନା ଓ ଅଭିନନ୍ଦନ


 ସାଂସ୍କୃତିକ ଚେତନାର ମହନୀୟ ମହାମିଳନ, ସାମାଜିକ ଭାବ ବିନୋଦନର ମହାର୍ଘ ଉତ୍ସବ ତଥା  ଉତ୍କଳୀୟ ମର୍ଯ୍ୟାଦାପୂର୍ଣ୍ଣ ସାମାଜିକ ପରମ୍ପରାର ଅନ୍ୟନାମ ରଜ। 

ଆସନ୍ତୁ ଆଜି ଆମେ ସମସ୍ତେ ମିଶି ରଜ ଉତ୍ସବର ଏଇ ମହନୀୟ ତିଥିରେ ମର୍ଯାଦବନ୍ତ ଉତ୍କଳ ମାଟି ଓ ଉତ୍କଳ ଜନନୀର ଜୟଗାନ କରି ଆବେଗର ସହିତ ଉଚ୍ଚାରଣ କରିବା "ବନ୍ଦେ ଉତ୍କଳ ଜନନୀ...."

No comments:

Post a Comment